Saturday, 27 June 2020

ଦେଶର ୮ ଟି ରାଜ୍ୟରେ ରହିଛି ୮୫% କରୋନା ମାମଲା

 





ନୂଆଦିଲ୍ଲୀ: ଦିନକୁ ଦିନ ବଢୁଛି କରୋନା ଚିନ୍ତା। ଦେଶରେ ୮ଟି ରାଜ୍ୟରେ ସର୍ବାଧିକ ୮୫.୫ ପ୍ରତିଶତ କରୋନା ମାମଲା । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ କୋଭିଡ-୧୯ ସଂକ୍ରାନ୍ତ ସପ୍ତଦଶ ଉଚ୍ଚ ମନ୍ତ୍ରୀମଣ୍ଡଳସ୍ତରୀୟ ବୈଠକରେ ଏହି ତଥ୍ୟ ଉପସ୍ଥାପନ କରାଯାଇଛି । ଦିଲ୍ଲୀର ନିର୍ମାଣ ଭବନଠାରେ ଭିଡିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ. ଜୟଶଙ୍କର, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ ଯୋଗଦେଇଥିଲେ ।
ଦେଶର ସାଂପ୍ରତିକ କୋଭିଡ-୧୯ ସ୍ଥିତି, ଆରୋଗ୍ୟ ଓ ମୃତ୍ୟୁ ହାର, ନମୁନା ପରୀକ୍ଷଣ ଓ ଭିତ୍ତିଭୂମି ଇତ୍ୟାଦି ନେଇ ଜିଓଏମ ବୈଠକକୁ ଅବଗତ କରାଯାଇଥିଲା । ଏଥିରେ ସୂଚନା ଦିଆଯାଇଥିଲା ଯେ, ବର୍ତ୍ତମାନ ଦେଶର ମୋଟ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟରୁ ୮ ଟି ରାଜ୍ୟରେ ଅଛନ୍ତି ଶତକଡା ୮୫.୫ ଭାଗ ରୋଗୀ । ଅନ୍ୟପଟେ କରୋନା ମୃତକଙ୍କ ମଧ୍ୟରୁ ମଧ୍ୟ ଶତକଡା ୮୭ ଭାଗ ଏହି ୮ଟି ରାଜ୍ୟରେ ରହିଛନ୍ତି । ଏହି ୮ ରାଜ୍ୟ ଗୁଡିକ ଯଥାକ୍ରମେ ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ତେଲଙ୍ଗାନା, ଗୁଜରାଟ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଅଟନ୍ତୁ । ଅଦ୍ୟାବଧି ଜନସ୍ୱାସ୍ଥ୍ୟ ବିଶେଷଜ୍ଞ, ସଂକ୍ରମଣ ବିଶେଷଜ୍ଞ, ଟେକନିସିଆନ ଏବଂ ବରିଷ୍ଠ ଯୁଗ୍ମସ୍ତରୀୟ ଅଧିକାରୀଙ୍କ ନେତୃତ୍ଵରେ ୧୫ ଟି କେନ୍ଦ୍ରୀୟ ଦଳ ରାଜ୍ୟଗୁଡିକୁ ବୈଷୟିକ ନିୟମଗୁଡିକ ଉପରେ ଅବଗତ କରାଉଛନ୍ତି । ଅନ୍ୟ ଏକ କେନ୍ଦ୍ରୀୟ ଦଳ ବର୍ତ୍ତମାନ ଗୁଜରାଟ, ମହାରାଷ୍ଟ୍ର ଏବଂ ତେଲଙ୍ଗାନା ଗସ୍ତରେ ଥାଇ ସେଠାକାର କୋଭିଡ-୧୯ ପରିଚାଳନା ସମ୍ପର୍କରେ ଟିକିନିଖି ତଥ୍ୟ ହାସଲ କରୁଛନ୍ତି । ଜିଓଏମକୁ ଆଇଟିଆଇଏଚଏଏସ ଏବଂ ଆରୋଗ୍ୟ ସେତୁର ଉପକାରିତା ସମ୍ପର୍କରେ ବୁଝାଯାଇଥିଲା, ଯାହାକି ବର୍ତ୍ତମାନ ବିଭିନ୍ନ ରାଜ୍ୟରେ କରୋନା ମୁକାବିଲା କ୍ଷେତ୍ରରେ ଯଥେଷ୍ଟ ଉପାଦେୟ ପ୍ରମାଣିତ ହୋଇଛି ।
ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅବଧାଞ୍ଚଳରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଉଥିବା ଜିଓଏମକୁ ଅବଗତ କରାଯାଇଥିଲା । ଏଥିରେ ନମୁନା ପରୀକ୍ଷଣର ସଂପୂର୍ଣ୍ଣ ଉପଯୋଗ, ସମାଜରେ ବୟସ୍କ ଓ ପୁରୁଣା ରୋଗ ଲକ୍ଷଣ ଥିବା ରୋଗୀ ଚିହ୍ନଟ, ସମ୍ଭାବ୍ୟ ହଟସ୍ପଟର ଆକଳନ, ଆରୋଗ୍ୟ ସେତୁର ଉପଯୋଗ ଓ ପ୍ରକୃତ ଚିକିତ୍ସା ଦ୍ଵାରା ମୃତ୍ୟୁ ସଂଖ୍ୟା ହ୍ରାସ, ସାଂଘାତିକ ରୋଗୀମାନଙ୍କ ପାଇଁ ସ୍ଵତନ୍ତ୍ର ଅମ୍ଳଜାନ ସଂଯୁକ୍ତ ଶଯ୍ୟା ଓ ଭେଣ୍ଟିଲେଟର ଇତ୍ୟାଦି ଅନ୍ତର୍ଭୁକ୍ତ । ଆଇସିଏମଆରର ମହାନିର୍ଦ୍ଦେଶକ ଡଃ ଭାର୍ଗବ ଆଇସିଏମଆର ପକ୍ଷରୁ ନମୁନା ପରୀକ୍ଷଣ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ । ସେ ସେରୋଲୋଜିକାଲ ସର୍ଭେ ଏବଂ ବିଭିନ୍ନ ପରୀକ୍ଷା ଦ୍ଵାରା ନମୁନା ପରୀକ୍ଷଣ ବୃଦ୍ଧି ସମ୍ପର୍କରେ ସୂଚନା ଦେଇଥିଲେ ।
ଗତ ୨୪ ଘଣ୍ଟା ମଧ୍ୟରେ ନମୁନା ପରୀକ୍ଷଣ ୨,୨୦,୪୭୯କୁ ବୃଦ୍ଧି ପାଇଥିବା ବେଳେ ଏପର୍ଯ୍ୟନ୍ତ ମୋଟ ୭୮,୯୬,୭୦୭ନମୁନା ପରୀକ୍ଷଣ କରାଯାଇଛି । ଦେଶରେ ବର୍ତ୍ତମାନ ୧୦୨୬ ଟି ଉତ୍ସର୍ଗୀକୃତ ରୋଗ ନିରୂପଣ ପରୀକ୍ଷାଗାର ରହିଛି । ଏଥିରେ ୭୪୧ ଟି ସରକାରୀ ଥିବାବେଳେ ୨୮୫ଟି ବେସରକାରୀ ପରୀକ୍ଷାଗାର ଅଛି ।
ଦେଶରେ ବର୍ତ୍ତମାନ କୋଭିଡ-୧୯ ପରିଚାଳନା ଭିତ୍ତିଭୂମି ଯଥେଷ୍ଟ ବୃଦ୍ଧି ପାଇଥିବା ନେଇ ଜିଓଏମକୁ ଅବଗତ କରାଯାଇଥିଲା । ବର୍ତ୍ତମାନ ୧୦୩୯ଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ଥିବା ବେଳେ ୧,୭୬,୨୭୫ ଏକାନ୍ତବାସ ଶଯ୍ୟା, ୨୨,୯୪୦ ଆସିୟୁ ଶଯ୍ୟା, ୭୭,୨୬୮ ଅମ୍ଳଜାନ ସହାୟତା ଯୁକ୍ତ ଶଯ୍ୟା ରହିଛି । ସେହିପରି ୨୩୯୮ ଟି ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧,୩୯,୪୮୩ ଏକାନ୍ତବାସ ଶଯ୍ୟା, ୧୧,୫୩୯ ଆଇସିୟୁ ଶଯ୍ୟା ଏବଂ ୫୧,୩୨୧ ଅମ୍ଳଜାନ ସଂଯୁକ୍ତ ଶଯ୍ୟା ମଧ୍ୟ କାର୍ଯ୍ୟକ୍ଷମ ରହିଛି । ଏହାଛଡା ୮,୯୫୮ଟି କୋଭିଡ କେୟାର ସେଣ୍ଟରରେ ୮,୧୦,୬୨୧ଟି ଶଯ୍ୟା କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଉପଲବ୍ଧ ହେଉଛି ।

Friday, 26 June 2020

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି , ବିମାନରେ ଏବେ ବୁକିଂ ହୋଇପାରିବ ମଝି ସିଟ୍


 





ନୂଆଦିଲ୍ଲୀ ୨୭।୦୬: ବିମାନ ଉଡାଣ କମ୍ପାନୀଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆଶ୍ୱସ୍ତିକର ଖବର । ଏଣିକି ବିମାନର ମଝି ସିଟ୍‌ ପାଇଁ ବୁକିଂ କରିପାରିବେ ଯାତ୍ରୀ, ମଝି ସିଟ୍‌ରେ ଯାତ୍ରା ମଧ୍ୟ କରିପାରିବେ । ସୁପ୍ରିମକୋର୍ଟ ଦେଶର ବିମାନ ଉଡାଣ କମ୍ପାନୀଙ୍କୁ ଶୁକ୍ରବାର ଦିନ ଆଶ୍ୱସ୍ତିକର ଖବର ପ୍ରଦାନ କରିଛନ୍ତି । ବିମାନର ମଝି ସିଟ୍‌ ପାଇଁ ବୁକିଂ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍‌ ସଂଜୟ କିଶାନ କୌଲ ଓ ଜଷ୍ଟିସ୍‌ ବି.ଆର୍‌ ଗବଇଙ୍କ ଅବକାଶକାଳୀନ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ଏୟାର ଇଣ୍ଡିଆର ପାଲଲ ଦେବେନ୍‌ କନାନୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ।
ସେ କରୋନା ମହାମାରୀ ସମୟରେ ବିମାନର ମଝି ସିଟ୍‌ରେ ବୁକିଂ କରିବା ପାଇଁ ବମ୍ବେ ହାଇକୋର୍ଟଙ୍କ ନିର୍ଣ୍ଣୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ୩୧ ମେ ଘୋଷିତ ନିର୍ଦ୍ଦେଶକୁ ନେଇ ବିରୋଧ କରି ଏକ ମାମଲା ଦାୟର ହୋଇଥିଲା । ସୁପ୍ରିମକୋର୍ଟରେ ଏବେ ଅବକାଶ ଜାରି ରହିଛି । କିନ୍ତୁ ଏହି ସମୟରେ ମାମଲା ଦାୟର ହୋଇଥିଲା, ଏବଂ ସୁପ୍ରିମକୋର୍ଟଙ୍କ ଏହି ମାମଲାର ଶୁଣାଣି କରିଛନ୍ତି । ବିମାନର ମଝି ସିଟ୍‌ ବୁକିଂ ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ମଝି ସିଟ୍‌ ବୁକିଂକୁ ନେଇ ଚାଲିଥିବା ବିବାଦରେ କିଛିଟା ଅନ୍ତ ଘଟିଛି ବୋଲି ମନେ କରାଯାଉଛି । ସୁପ୍ରିମକୋର୍ଟଙ୍କ ରାୟ ପରେ ଏବେ ବୁକିଂ ହେବେ ବିମାନର ମଝି ସିଟ୍‌

ଦେଶରେ ୫ ଲକ୍ଷ ଟପିଲା କରୋନା ସଂକ୍ରମଣ ସଂଖ୍ୟା : ୨୪ ଘଣ୍ଟାରେ ୧୮ ହଜାର ୫୫୨ ନୂଆ ମାମଲା

ଦେଶରେ କରୋନା ସଂକ୍ରମଣ ମାମଲା ହୁ ହୁ ହୋଇ ବଢିଚାଲିଛି | ଦେଶରେ ସଂକ୍ରମଣ ସଂଖ୍ୟା ୫ ଲକ୍ଷ ୮ ହଜାର ୯୫୩ ରେ ପହଞ୍ଚିଛି | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଦ୍ୱାରା ଶନିବାର ଦିନ ଜାରି ହୋଇଥିବା ତାଲିକା ଅନୁସାରେ ଗତ ୨୪ ଘଣ୍ଟାରେ ୧୮ ହଜାର ୫୫୨ ନୂଆ ମାମଲା ସାମ୍ନାକୁ ଆସିଛ

 

 ୩୮୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ହଜାର ୨୪୪ ଜଣ ସୁସ୍ଥ ହୋଇଛନ୍ତି | ଆଇସିଏମଆର ଅନୁଯାୟୀ ଦେଶରେ ଏବେ ସୁଦ୍ଧା ୭୯ ଲକ୍ଷ ୯୬ ହଜାର ୭୦୭ ଜଣଙ୍କ କରୋନା ଯାଞ୍ଚ ହୋଇସାରିଛି | ୨୪ ଘଣ୍ଟାରେ ୨ ଲକ୍ଷ ୨୦ ହଜାର ୪୭୯ ଜଣଙ୍କ ନମୁନା ଯାଞ୍ଚ ହୋଇଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ବର୍ତ୍ତମାନ ଦେଶରେ ୧ ଲକ୍ଷ ୯୭ ହଜାର ୩୮୭ ଆକ୍ଟିଭ ମାମଲା ରହିଛି, ୨ ଲକ୍ଷ ୯୫ ହଜାର ୮୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୧୫ ହଜାର ୬୮୫ ଜଣଙ୍କ ମୃତ୍ୟୁ ହୋଇଛି |
ଦେଶରେ ଏବେ ସୁଦ୍ଧା ଯାଞ୍ଚ ହୋଇଥିବା ନମୁନାରୁ ୫ ଲକ୍ଷ ୮ ହଜାର ୯୫୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ଦେଶରେ ପଜିଟିଭ ହାର ୮.୪୧ ପ୍ରତିଶତ ରହିଛି | ଅପରପକ୍ଷରେ ଆକ୍ଟିଭ ମାମଲା ଓ ସୁସ୍ଥ ଲୋକଙ୍କ ସଂଖ୍ୟା ୯୮ ହଜାର ୪୯୩ ମାମଲାର ଅନ୍ତର ରହିଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ତାଲିକା ଅନୁସାରେ ଆଣ୍ଡାମାନ ନିକୋବରରେ ୭୨, ଆନ୍ଧ୍ର ପ୍ରଦେଶରେ ୧୧ ହଜାର ୪୮୯, ଅରୁଣାଚଳ ପ୍ରଦେଶରେ ୧୭୨, ଆସାମରେ ୬୬୦୭, ବିହାରରେ ୮୭୧୬, ଛତିଶଗଡ଼ରେ ୨୫୪୫, ଦିଲ୍ଲୀରେ ୭୭ ହଜାର ୨୪୦, ଗୋଆରେ ୧୦୩୯, ଗୁଜରାଟରେ ୩୦ ହଜାର ୯୫, ହରିୟାଣାରେ ୧୨ ହଜାର ୮୮୪, ଜାମ୍ମୁ କାଶ୍ମୀରରେ ୬ ହଜାର ୭୬୨, ଝାରଖଣ୍ଡରେ ୨୨୯୦, କର୍ଣ୍ଣାଟକରେ ୧୧ ହଜାର ୫, କେରଳରେ ୩ ହଜାର ୮୭୬, ଲଦାଖରେ 946, ମଧ୍ୟ ପ୍ରଦେଶରେ ୧୨ ହଜାର ୭୯୮, ମହାରାଷ୍ଟ୍ରରେ ୧ ଲକ୍ଷ ୫୨ ହଜାର ୭୬୫, ଓଡିଶାରେ ୬ ହଜାର ୧୮୦, ରାଜସ୍ଥାନରେ ୧୬ ହଜାର ୬୬୦, ପଞ୍ଜାବରେ ୪ ହଜାର ୯୫୭, ତାମିଲନାଡୁରେ ୭୪ ହଜାର ୬୨୨, ଉତ୍ତର ପ୍ରଦେଶରେ ୨୦ ହଜାର ୯୪୩, ପଶ୍ଚିମବଙ୍ଗରେ ୧୬ ହଜାର ୧୯୦ ମାମଲା ରହିଛି

ଦେଶରେ ଗତ ୨୪ ଘଣ୍ଟାରେ ୧୮,୫୫୨ ନୂଆ ଆକ୍ରାନ୍ତ ଚିହ୍ନଟ

ଦେଶରେ ଗତ ୨୪ ଘଣ୍ଟାରେ ୧୮,୫୫୨ ନୂଆ ମାମଲା ସାମନାକୁ ଆସିଥିବାବେଳେ ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷରୁ ଉର୍ଦ୍ଧ୍ୱକୁ ଟପିଯାଇଛି । ଦେଶରେ ମୋଟ ସଂକ୍ରମିତଙ୍କ ୫୦୮,୯୫୩ରେ ଆସି ପହଞ୍ଚିଲାଣି । ଏହା ବାଦ୍ ଦେଶରେ ୧୫,୬୮୫ ଜଣଙ୍କ ମୃତ୍ୟୁ ମଧ୍ୟ ଘଟି ସାରିଲାଣି । ମହାରାଷ୍ଟ୍ରରେ କେବଳ ୧୫୨୭୬୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଠାରେ ମୃତକଙ୍କ ସଂଖ୍ୟା ୭,୧୦୬ରେ ଆସି ପହଞ୍ଚିଲାଣି ।










ସେହିଭଳି ଦିଲ୍ଲୀରେ ମଧ୍ୟ କରୋନା ପ୍ରକୋପ ଥମିବାର ନାମ ନେଉ ନାହିଁ । ଦିଲ୍ଲୀରେ ୭୭,୨୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅନ୍ୟପଟେ ୪୭୦୯୧ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ଏଠାରେ ବର୍ତ୍ତମାନ ୨୭,୬୫୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଅନ୍ୟପଟେ ୨୪୯୨ ଜଣଙ୍କ ମୃତ୍ୟୁ ଘଟିଛି ।
ଯଦି ଓଡିଶା କଥା କହିବା ତେବେ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦ରେ ଆସି ପହଞ୍ଚିଥିବାବେଳେ ଏମାନଙ୍କ ମଧ୍ୟରୁ ୧୯୦୩ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ସେହିଭଳି ୪,୪୨୨ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବାବେଳେ ମୃତକ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି ।

କରୋନାରେ ଗଲା ଆଉ ଜଣଙ୍କ ଜୀବନ - ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

ରାଜ୍ୟରେ ଆଜି ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲାର ଜଣେ ୬୮ ବର୍ଷୀୟ ପୁରୁଷ। ସେ ରକ୍ତଚାପ ଓ ଡାଇବେଟିସ ରୋଗରେ ମଧ୍ୟ ପୀଡ଼ିତ ଥିଲେ। ଏହାସହ କେବଳ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି।
ସେହିପରି ଆଜି ରାଜ୍ୟରେ ୧୭୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୪୩ କ୍ଵାରେଣ୍ଟାଇନ୍‌ ଓ ୨୭ ଜଣ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।
ଏହାସହ ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୩୫୦ରେ ପହଞ୍ଚିଛି। ସେହିପରି ୪,୪୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୯୦୩ ଜଣ ସକ୍ରିୟ ରହିଛନ୍ତି। ଆଜିକୁ ମିଶାଇ ରାଜ୍ୟରେ କରୋନା ଯୋଗୁଁ ୧୮ ଜଣଙ୍କ ମୃତ୍ୟୁ ହୋଇଛି।

Friday, 22 May 2020

New mobile secret trick/ Mobile Trick by Tapan Tech family in odia

ଯଦି ଆପଣ ପ୍ରତିଦିନ ନୂଆ ନୂଆ ଦରକାରି ଟେକ୍ନିକାଲ ଭିଡିଓ ଦେଖିବାକୁ ଚାହୁଁଛନ୍ତି ତେବେ ଆମ ଏହି ଚ୍ୟାନେଲ କୁ ସବ୍ସକ୍ରାଇବ କରନ୍ତୁ । ଆଉ ଘଣ୍ଟି ଚିହ୍ନ ରେ ଛୁଇଁ ଦିଅନ୍ତୁ ବା ଦବାଇ ଦିଅନ୍ତୁ ।ଯାହା ଫଳ
ରେ ଆମେ ପ୍ରତିଦିନ ଯେଉଁ ଭିଡିଓ ଅପଲୋଡ କରିବୁ ତାହା ଆପଣ ସର୍ବ ପ୍ରଥମେ ପାଇଯିବେ। ଧନ୍ୟବାଦ ।

ସବ୍ସକ୍ରାଇବ କରନ୍ତୁ । ଆଉ ଘଣ୍ଟି ଚିହ୍ନ ରେ ଛୁଇଁ ଦିଅନ୍ତୁ ବା ଦବାଇ ଦିଅନ୍ତୁ








 video link...https://youtu.be/CdT4XTnbM7k


 app link ....https://play.google.com/store/apps/details?id=big.joker.navigationbar


 WhatsApp group Link..https://chat.whatsapp.com/KHXXqdpRX2kEizQAQvxHLZ




(About my channel ) ଏହି ଚ୍ୟାନେଲରେ ଆମେ ପ୍ରତିଦିନ କିଛି ନୂଆ ନୂଆ ଦରକାରି ଟେକ୍ନିକାଲ ଜିନିଷ କୁ ଆପଣଙ୍କ ପାଖକୁ ଭିଡିଓ ମାଧ୍ୟମରେ ନେଇ ଆସିବୁ । ଏହି ଚ୍ୟାନେଲର ପ୍ରତ୍ୟେକ କଥାବସ୍ତୁ ସମ୍ପୂର୍ଣ୍ଣ ଓଡ଼ିଆ ଭାଷା ରେ ବର୍ଣ୍ଣନା କରାଯାଏ । ଏହି ଚ୍ୟାନେଲ ଟି ଆପଣମାନଙ୍କ ସୁଖ ଦୁଃଖ ର ସାଥୀ ଭାବେ ପରିଚିତ । ଯଦି ଆପଣ ପ୍ରତିଦିନ ନୂଆ ନୂଆ ଦରକାରି ଟେକ୍ନିକାଲ ଭିଡିଓ ଦେଖିବାକୁ ଚାହୁଁଛନ୍ତି ତେବେ ଆମ ଏହି ଚ୍ୟାନେଲ କୁ ସବ୍ସକ୍ରାଇବ କରନ୍ତୁ । ଆଉ ଘଣ୍ଟି ଚିହ୍ନ ରେ ଛୁଇଁ ଦିଅନ୍ତୁ ବା ଦବାଇ ଦିଅନ୍ତୁ ।ଯାହା ଫଳ ରେ ଆମେ ପ୍ରତିଦିନ ଯେଉଁ ଭିଡିଓ ଅପଲୋଡ କରିବୁ ତାହା ଆପଣ ସର୍ବ ପ୍ରଥମେ ପାଇଯିବେ। ଧନ୍ୟବାଦ । ସବ୍ସକ୍ରାଇବ କରନ୍ତୁ । ଆଉ ଘଣ୍ଟି ଚିହ୍ନ ରେ ଛୁଇଁ ଦିଅନ୍ତୁ ବା ଦବାଇ ଦିଅନ୍ତୁ Tapan Tech family ସହିତ ଯୋଡି ହୁଅନ୍ତୁ 👇👇👇👇👇👇👇👇

Tuesday, 12 May 2020

କେବଳ ଥରେ ଦେଖ ମନ ଭରିଯିବ &New secret trick all Mobile user || in odia by Tapan Tech



ଯଦି ଆପଣ ପ୍ରତିଦିନ ନୂଆ ନୂଆ ଦରକାରି ଟେକ୍ନିକାଲ ଭିଡିଓ ଦେଖିବାକୁ ଚାହୁଁଛନ୍ତି ତେବେ ଆମ ଏହି ଚ୍ୟାନେଲ କୁ ସବ୍ସକ୍ରାଇବ କରନ୍ତୁ । ଆଉ ଘଣ୍ଟି ଚିହ୍ନ ରେ ଛୁଇଁ ଦିଅନ୍ତୁ ବା ଦବାଇ ଦିଅନ୍ତୁ ।ଯାହା ଫଳ
ରେ ଆମେ ପ୍ରତିଦିନ ଯେଉଁ ଭିଡିଓ ଅପଲୋଡ କରିବୁ ତାହା ଆପଣ ସର୍ବ ପ୍ରଥମେ ପାଇଯିବେ। ଧନ୍ୟବାଦ ।

ସବ୍ସକ୍ରାଇବ କରନ୍ତୁ । ଆଉ ଘଣ୍ଟି ଚିହ୍ନ ରେ ଛୁଇଁ ଦିଅନ୍ତୁ ବା ଦବାଇ ଦିଅନ୍ତୁ







👇👇👇👇👇👇
App Link.....https://play.google.com/store/apps/details?id=com.inventive_studio.hide_screen
👆👆👆👆👆👆



YouTube secret trick
Odia youtuber
YouTube
Tapan Tech All video


Social media






Odia,odiatech,TapanTech,Odia technical,odia support,Tapan,odia video, Tapan technical support, technical support, Technical Tapan, odia Trick
#odiatrick
#odiavideo
#Odiatricks
#odia
Copyright disclaimer under section 107 of the copyright act 1976, allowance is made For '' Fair use '' for purpose such as criticism, Comment,news, reporting, teaching, scholarship and research Fair use is a permitted by copyright statue that might otherwise be infringing.
Not profit , educational or personal use Tips the balance in  favor of fair us
Thank you for waiting#Tapantech
             🙏🙏🙏🙏🙏🙏🙏






Sunday, 10 May 2020

ଏମିତି ହେବ କେହିବି ଜାଣି ନଥିଲେ।ପୁରା ଜବରଦସ୍ତ ଟ୍ରିକ। ନିହାତି ଦେଖ। odia।ByTapan Tech
















 my channel )
       ଏହି ଚ୍ୟାନେଲରେ ଆମେ ପ୍ରତିଦିନ କିଛି ନୂଆ ନୂଆ ଦରକାରି ଟେକ୍ନିକାଲ ଜିନିଷ କୁ ଆପଣଙ୍କ ପାଖକୁ ଭିଡିଓ ମାଧ୍ୟମରେ ନେଇ ଆସିବୁ । ଏହି ଚ୍ୟାନେଲର ପ୍ରତ୍ୟେକ କଥାବସ୍ତୁ ସମ୍ପୂର୍ଣ୍ଣ ଓଡ଼ିଆ ଭାଷା ରେ ବର୍ଣ୍ଣନା କରାଯାଏ । ଏହି ଚ୍ୟାନେଲ ଟି ଆପଣମାନଙ୍କ ସୁଖ ଦୁଃଖ ର ସାଥୀ ଭାବେ ପରିଚିତ ।
ଯଦି ଆପଣ ପ୍ରତିଦିନ ନୂଆ ନୂଆ ଦରକାରି ଟେକ୍ନିକାଲ ଭିଡିଓ ଦେଖିବାକୁ ଚାହୁଁଛନ୍ତି ତେବେ ଆମ ଏହି ଚ୍ୟାନେଲ କୁ ସବ୍ସକ୍ରାଇବ କରନ୍ତୁ । ଆଉ ଘଣ୍ଟି ଚିହ୍ନ ରେ ଛୁଇଁ ଦିଅନ୍ତୁ ବା ଦବାଇ ଦିଅନ୍ତୁ ।ଯାହା ଫଳରେ ଆମେ ପ୍ରତିଦିନ ଯେଉଁ ଭିଡିଓ ଅପଲୋଡ କରିବୁ ତାହା ଆପଣ ସର୍ବ ପ୍ରଥମେ ପାଇଯିବେ। ଧନ୍ୟବାଦ ।

ସବ୍ସକ୍ରାଇବ କରନ୍ତୁ । ଆଉ ଘଣ୍ଟି ଚିହ୍ନ ରେ ଛୁଇଁ ଦିଅନ୍ତୁ ବା ଦବାଇ ଦିଅନ୍ତୁ
Business enquiry
👇👇👇👇👇👇👇
Tapantech2002@gmail.com

Social media



👆
Odia,odiatech,TapanTech,Odia technical,odia support,Tapan,odia video, Tapan technical support, technical support, Technical Tapan, odia Trick
#odiatrick
#odiavideo
#Odiatricks
#odia
Copyright disclaimer under section 107 of the copyright act 1976, allowance is made For '' Fair use '' for purpose such as criticism, Comment,news, reporting, teaching, scholarship and research Fair use is a permitted by copyright statue that might otherwise be infringing.
Not profit , educational or personal use Tips the balance in  favor of fair us
Thank you for waiting#Tapantech
             🙏🙏🙏🙏🙏🙏🙏

କେବଳ ଗୋଟିଏ ଥର ପାଇଁ ଚିପି ଦେଇ ସବୁ ଦିନ ମଜା ନିଅ√/Tik Tok secret trick/ youtube New Trick by Tapan tech


(About my channel )
       ଏହି ଚ୍ୟାନେଲରେ ଆମେ ପ୍ରତିଦିନ କିଛି ନୂଆ ନୂଆ ଦରକାରି ଟେକ୍ନିକାଲ ଜିନିଷ କୁ ଆପଣଙ୍କ ପାଖକୁ ଭିଡିଓ ମାଧ୍ୟମରେ ନେଇ ଆସିବୁ । ଏହି ଚ୍ୟାନେଲର ପ୍ରତ୍ୟେକ କଥାବସ୍ତୁ ସମ୍ପୂର୍ଣ୍ଣ ଓଡ଼ିଆ ଭାଷା ରେ ବର୍ଣ୍ଣନା କରାଯାଏ । ଏହି ଚ୍ୟାନେଲ ଟି ଆପଣମାନଙ୍କ ସୁଖ ଦୁଃଖ ର ସାଥୀ ଭାବେ ପରିଚିତ ।
ଯଦି ଆପଣ ପ୍ରତିଦିନ ନୂଆ ନୂଆ ଦରକାରି ଟେକ୍ନିକାଲ ଭିଡିଓ ଦେଖିବାକୁ ଚାହୁଁଛନ୍ତି ତେବେ ଆମ ଏହି ଚ୍ୟାନେଲ କୁ ସବ୍ସକ୍ରାଇବ କରନ୍ତୁ । ଆଉ ଘଣ୍ଟି ଚିହ୍ନ ରେ ଛୁଇଁ ଦିଅନ୍ତୁ ବା ଦବାଇ ଦିଅନ୍ତୁ ।ଯାହା ଫଳରେ ଆମେ ପ୍ରତିଦିନ ଯେଉଁ ଭିଡିଓ ଅପଲୋଡ କରିବୁ ତାହା ଆପଣ ସର୍ବ ପ୍ରଥମେ ପାଇଯିବେ। ଧନ୍ୟବାଦ ।

ସବ୍ସକ୍ରାଇବ କରନ୍ତୁ । ଆଉ ଘଣ୍ଟି ଚିହ୍ନ ରେ ଛୁଇଁ ଦିଅନ୍ତୁ ବା ଦବାଇ ଦିଅନ୍ତୁ









#TikTok
#odiaTiktoktrick
#TikToklike
#OdiaTiktokvideo
#Tiktokvideo
#NewTikTokvideo
#odiatiktokvideo


Business enquiry

Tapantech2002@gmail.com


YouTube secret trick
tiktok secret trick
new YouTube secret trick
Tik Tok new secret trick


Social media


Odia,odiatech,TapanTech,Odia technical,odia support,Tapan,odia video, Tapan technical support, technical support, Technical Tapan, odia Trick
#odiatrick
#odiavideo
#Odiatricks
#odia
Copyright disclaimer under section 107 of the copyright act 1976, allowance is made For '' Fair use '' for purpose such as criticism, Comment,news, reporting, teaching, scholarship and research Fair use is a permitted by copyright statue that might otherwise be infringing.
Not profit , educational or personal use Tips the balance in  favor of fair us
Thank you for waiting#Tapantech
             🙏🙏🙏🙏🙏🙏🙏

Wednesday, 22 April 2020

କେମିତି କରିବେ ଏଇ ଭଳି Tiktok ଭିଡ଼ିଓ/ Tik Tok new trend video/by TAPANTECH/IN ODIA

#TAPANTECH #Odiatech #odiavideo #odiatechvideo #Techtapan ....................................................................................................................................... (About my channel ) ଏହି ଚ୍ୟାନେଲରେ ଆମେ ପ୍ରତିଦିନ କିଛି ନୂଆ ନୂଆ ଦରକାରି ଟେକ୍ନିକାଲ ଜିନିଷ କୁ ଆପଣଙ୍କ ପାଖକୁ ଭିଡିଓ ମାଧ୍ୟମରେ ନେଇ ଆସିବୁ । ଏହି ଚ୍ୟାନେଲର ପ୍ରତ୍ୟେକ କଥାବସ୍ତୁ ସମ୍ପୂର୍ଣ୍ଣ ଓଡ଼ିଆ ଭାଷା ରେ ବର୍ଣ୍ଣନା କରାଯାଏ । ଏହି ଚ୍ୟାନେଲ ଟି ଆପଣମାନଙ୍କ ସୁଏହି ଚ୍ୟାନେଲ କୁ ସବ୍ସକ୍ରାଇବ କରନ୍ତୁ । ଆଉ ଘଣ୍ଟି ଚିହ୍ନ ରେ ଛୁଇଁ ଦିଅନ୍ତୁ ବା ଦବାଇ ଦିଅନ୍ତୁ ।ଯାହା ଫଳରେ ଆମେ ପ୍ରତିଦିନ ଯେଉଁ ଭିଡିଓ ଅପଲୋଡ କରିବୁ ତାହା ଆପଣ ସର୍ବ ପ୍ରଥମେ ପାଇଯିବେ।

ଧନ୍ୟବାଦ । ସବ୍ସକ୍ରାଇବ କରନ୍ତୁ । ଆଉ ଘଣ୍ଟି ଚିହ୍ନ ରେ ଛୁଇଁ ଦିଅନ୍ତୁ ବା ଦବାଇ ଦିଅନ୍ତୁ

Video thumbnail: କେମିତି କରିବେ ଏଇ ଭଳି Tiktok ଭିଡ଼ିଓ/ Tik Tok new trend video/by TAPANTECH/IN ODIA



 VIDEO LINK .....https://youtu.be/6_KY4eq92g8


App link..https://play.google.com/store/apps/details?id=com.handycloset.android.eraser


  Kinemaster App link.https://www.google.co.in/amp/s/m.apkpure.com/kinemaster-video-editor-video-maker/com.nexstreaming.app.kinemasterfree/amp

Saturday, 4 April 2020

ଯଦି କୋରନା ସଂକ୍ରମିତ ବ୍ୟକ୍ତି ଆପଣଙ୍କ ଆଖପାଖରେ ଥିବେ, ତେବେ ଆପଣ ମୋବାଇଲ ଦେବ ସତର୍କର ଘଣ୍ଟି ! ଶିଘ୍ର ଏହି APPକୁ ଇନଷ୍ଟଲ୍ କରନ୍ତୁ


ଯଦି କୋରନା ସଂକ୍ରମିତ ବ୍ୟକ୍ତି ଆପଣଙ୍କ ଆଖପାଖରେ ଥିବେ, ତେବେ ଆପଣ ମୋବାଇଲ ଦେବ ସତର୍କର ଘଣ୍ଟି ! ଶିଘ୍ର ଏହି APPକୁ ଇନଷ୍ଟଲ୍ କରନ୍ତୁ ।


COVID-19, ଏହି ଜୀବାଣୁ ବର୍ତ୍ତମାନ ସାରା ଦେଶରେ ହାହାକାର ସୃଷ୍ଟି କରିଛି । ବିଶ୍ଵର ଚାରିଆଡେ ଏହି ଭାଇରସ୍ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି । କୋରନା ଜୀବାଣୁର ପ୍ରକୋପରୁ ରକ୍ଷା ପାଇବା ପାଇଁ ସମଗ୍ର ଭାରତ ବର୍ଷରେ ଲକ୍ ଡାଉନ୍ ଚାଲିଛି ଏବଂ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମଧ୍ୟ ଏହି ସବୁ ନିୟମକୁ ପାଳନ କରିବା ପାଇଁ ନିବେଦନ କରିଛନ୍ତି । ଏହି ନିୟମକୁ ଅନୁସରଣ କରିବା ଦ୍ଵାରା ଆପଣ କୋରନା ଠାରୁ ସୁରକ୍ଷା ପାଇପାରିବେ । ଏହା ସତ୍ତ୍ୱେ ମଧ୍ୟ ଆମ ଚତୁଃପାର୍ଶ୍ଵରେ ଅନେକ ଲୋକ ଯିବା ଆସିବା କରନ୍ତି । କୋରନା ଏକ ସଂକ୍ରମିତ ରୋଗ ଅଟେ । ସଂକ୍ରମିତ ଵ୍ୟକ୍ତିଙ୍କର ସମ୍ପର୍କରେ ଆସିବା ଦ୍ଵାରା ଏହି ରୋଗ ବ୍ୟାପିଥାଏ । ହେଲେ କୋବିଡ଼-୧୯ର ସଂକ୍ରମିତ କେଉଁ ବ୍ୟକ୍ତି ହୋଇଛନ୍ତି ଏହା ଜାଣିବା ବହୁତ କଷ୍ଟକର ଅଟେ । ଏହାର ଲକ୍ଷଣ ୧୪ ଦିନ ଭିତରେ ଆଗକୁ ଆସିପାରେ । ଏହି ପରିସ୍ଥିତିରେ ଏହା କହିବା ବହୁତ କଷ୍ଟସାଧ୍ୟ ଯେ, କେଉଁ ବ୍ୟକ୍ତିମାନେ କୋରନାରେ ସଂକ୍ରମଣ ହୋଇଛନ୍ତି ? ଏହାକୁ ଆଖି ଆଗରେ ରଖି ସମଗ୍ର ଦେଶକୁ ଲକ୍ ଡାଉନ୍ କରାଯାଇଛି । ଯାହା ଫଳରେ ଲୋକମାନଙ୍କ ଭିଡ଼ ହେବ ନାହିଁ ।
ଲକ୍ ଡାଉନ୍ ପରେ ମଧ୍ୟ କିଛି ଜରୁରୀ ସେବାଗୁଡିକ ଚାଲୁ ରଖାଯାଇଛି ଯେମିତିକି ସଉଦା ଦୋକାନ, ପରିବା ଦୋକାନ… ଇତ୍ୟାଦି । ଆପଣ ଏହି ଜରୁରୀ ସେବା ପାଇଁ ନିଶ୍ଚିତ ଥରେ ଯାଉଥିବେ । ତେବେ ସେଠି କାହାକୁ କୋରନା ପଜିଟିଭ ହେଇଛି, ତାହା ଜାଣିବା ବହୁତ କଷ୍ଟକର ଅଟେ । ତେବେ ଏହି କଷ୍ଟକୁ ସହଜ କରିବା ପାଇଁ କେନ୍ଦ୍ର ସରକାର ଏକ ଆପ୍ ଲଞ୍ଚ କରିଛନ୍ତି । ଯଦି ଆପଣ କେଉଁ ସଂକ୍ରମଣ ବ୍ୟକ୍ତି ପାଖରେ ଠିଆ ହୋଇଛନ୍ତି; ତେବେ ଏହା ଆପଣଙ୍କୁ ସୂଚିତ କରେଇଦେବ । ହେଲେ ବନ୍ଧୁଗଣ ବିନା ଜରୁରୀ କାର୍ଯ୍ୟରେ ଆପଣ ଘରୁ ବହରାନ୍ତୁ ନାହିଁ, ଲକ୍ ଡାଉନ୍ ପର୍ଯ୍ୟନ୍ତ ଘରେ ରୁହନ୍ତୁ ଏବଂ ନିଜକୁ ସର୍ବଦା ସଫାସୁତର ରୁହନ୍ତୁ । ତେବେ ଚାଲନ୍ତୁ ଜାଣିବା ସେହି ଆପ୍ ବିଷୟରେ :

ଆରୋଗ୍ୟ ସେତୁ Setup :

ଏହି APPର ନାମ କେନ୍ଦ୍ର ସରକାର “ଆରୋଗ୍ୟ ସେତୁ” ରଖିଛନ୍ତି । କେନ୍ଦ୍ର ସରକାରଙ୍କର ଆଇଟି ମନ୍ତ୍ରାଳୟର ଏକ ଅଫିସରଙ୍କ ଜଣାଇଛନ୍ତି ଯେ, ଆରୋଗ୍ୟ ସେତୁ ନାମକ ଏକ ଆପ୍ ଲଞ୍ଚ କରାଯାଇଛି । ଏହି ଆପ୍ ରେ ହିନ୍ଦୀ ଏବଂ ଇଂରାଜୀ ସହିତ ଅନ୍ୟ ୧୧ଟି ଭାଷା ରହିଛି । ଏହା ଆପ୍ ଜରିଆରେ ପ୍ରଦାନ କରାଯାଉଥିବା ସେବା ସଂପୂର୍ଣ୍ଣ ମାଗଣା ଅଟେ । ଏହାକୁ ଯେ କୌଣସି ବ୍ୟକ୍ତି ଅତି ସହଜରେ ବ୍ୟବହାର କରିପାରିବେ । ଅଫିସର୍ କହିଛନ୍ତି ଯେ, ଏହି ଆପ୍ ମାଗଣାରେ କୋରନା ଭାଇରସ୍ ସହ ଥିବା ସବୁ ତଥ୍ୟ କହିବ ।

ଆରୋଗ୍ୟ ସେତୁ କିପରି କାମ କରିବ :-

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏହି ଆପ୍ AI ଅର୍ଥାତ ଆରଟିଫିସିଆଲ ଇଣ୍ଟେଲିଜେନ୍ସି ଦ୍ଵାରା ଆପଣଙ୍କୁ ଜଣାଇ ଦେବା ଯଦି ଆପଣଙ୍କ ଆଖପାଖରେ କେହି କୋରନା ସଂକ୍ରମିତ ବ୍ୟକ୍ତିଅଛନ୍ତି ! ଯେତେବେଳେ ଆପଣ ଏହି ଆପ୍ଲିକେସନଟି ନିଜ ମୋବାଇଲରେ ଇନଷ୍ଟଲ୍ କରିବେ, ଇନଷ୍ଟଲ୍ ହେବ ପରେ ଆପଣଙ୍କ ସମ୍ମୁଖରେ କିଛି ପ୍ରଶ୍ନ ଆସିବା, ଆପଣଙ୍କୁ ଉତ୍ତର ଦେବାକୁ ପଡିବ । ନିଜର ବ୍ଲୁତୁଥ ଓ ଲୋକେଶନକୁ ସର୍ବଦା ସହମତି (enable mode) ଦେବାକୁ ହେବ । ଆପଣଙ୍କ ସୂଚନା ପାଇଁ ଜଣାଇ ଦେଉଛୁ ଯେ, ଏହି ଆପ୍ ଏକ ଏଲଗୋରିଦିମ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ସାଦୃଶ୍ୟ ଅଟେ । ଏହା ମାଧ୍ୟମରେ ଆପଣଙ୍କ ଆଖପାଖର ଲୋକ ଯଦି କରୋନା ଦ୍ଵାରା ସଂକ୍ରମିତ ହୋଇଥିବେ, ତେବେ ଏହି ଆପ୍ ଜରିଆରେ ଆରଟିଫିସିଆଲ ଇଣ୍ଟେଲିଜେନ୍ସି ଗୋଷ୍ଟୀ ଜାଣିପାରିବେ । କିନ୍ତୁ ଏଥି ନିମନ୍ତେ ଏକ ସର୍ତ୍ତ ରହିଛି ଯେ, ସଂକ୍ରମିତ ବ୍ୟକ୍ତିଙ୍କର ମଧ୍ୟ ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରୁଥିବା ଦରକାର ।
ଏହା ଏକ ନୂଆ ଆପ୍ ଯାହା ପ୍ରାଇଭେଟ୍ ପବ୍ଲିକ ପାର୍ଟନରଶିପ୍ ଦ୍ୱାରା ପ୍ରସ୍ତୁତ ହୋଇଛି । IT ମନ୍ତ୍ରାଳୟ ତତ୍ତ୍ଵାବଧନରେ ଏହି ଆପ୍ ତିଆରି କରାଯାଇଛି । ଏଥିରେ ଏହା ସୂଚିତ କରାଯାଉଛି କି ନାଗରିକଙ୍କର ତଥ୍ୟ ସୁରକ୍ଷିତ ରହିବ । ଏହା ଆଉ କେଉଁ କାମ ପାଇଁ ବ୍ୟବହୃତ ହେବ ନାହିଁ । ଲୋକମାନେ ଏହି ଆପ୍ ଜରିଆରେ ଆର୍ଥିକ ସତର୍କ ରହିବେ ଏବଂ ଲୋକମାନଙ୍କ ଠୁ ଦୁରେଇ ରହିବେ ।

Wednesday, 1 April 2020

WhatsApp status video Post କରୁଥିଲେ ନିହାତି ଦେଖ ପୁରା ଜବରଦସ୍ତ ଟ୍ରିକ୍ by tapan tech in odia

TAPAN TECH

WhatsApp status video Post କରୁଥିଲେ ନିହାତି ଦେଖ ପୁରା ଜବରଦସ୍ତ ଟ୍ରିକ୍ by Tapan tech in odia

ଆପଣଙ୍କ ପାଇଁ ଗୋଟେ ପୁରା ଜବରଦସ୍ତ ଟ୍ରିକ୍ ଯଦି ଆପଣ ଏମିତି କିଛି କାମ କରିଛନ୍ତି ? By Tapntech in odia
  ଏ ପର୍ଯ୍ୟନ୍ତ ଏହି secret ଟ୍ରିକ୍ ବିଷୟରେ କେହିବି ଜାଣି ନାହାଁନ୍ତି ନିହାତି ଦେଖନ୍ତୁ /ପୁରା ଅଲଗା ପ୍ରକା


Video thumbnail: WhatsApp status video Post କରୁଥିଲେ ନିହାତି ଦେଖ ପୁରା ଜବରଦସ୍ତ ଟ୍ରିକ୍ by Tapan tech in odia




 (About my channel )

  ଏହି ଚ୍ୟାନେଲରେ ଆମେ ପ୍ରତିଦିନ କିଛି ନୂଆ ନୂଆ ଦରକାରି ଟେକ୍ନିକାଲ ଜିନିଷ କୁ ଆପଣଙ୍କ ପାଖକୁ ଭିଡିଓ ମାଧ୍ୟମରେ ନେଇ ଆସିବୁ । ଏହି ଚ୍ୟାନେଲର ପ୍ରତ୍ୟେକ କଥାବସ୍ତୁ ସମ୍ପୂର୍ଣ୍ଣ ଓଡ଼ିଆ ଭାଷା ରେ ବର୍ଣ୍ଣନା କରାଯାଏ । ଏହି ଚ୍ୟାନେଲ ଟି ଆପଣମାନଙ୍କ ସୁଖ ଦୁଃଖ ର ସାଥୀ ଭାବେ ପରିଚିତ । ଯଦି ଆପଣ ପ୍ରତିଦିନ ନୂଆ ନୂଆ ଦରକାରି ଟେକ୍ନିକାଲ ଭିଡିଓ ଦେଖିବାକୁ ଚାହୁଁଛନ୍ତି ତେବେ ଆମ ଏହି ଚ୍ୟାନେଲ କୁ ସବ୍ସକ୍ରାଇବ କରନ୍ତୁ । ଆଉ ଘଣ୍ଟି ଚିହ୍ନ ରେ ଛୁଇଁ ଦିଅନ୍ତୁ ବା ଦବାଇ ଦିଅନ୍ତୁ ।ଯାହା ଫଳରେ ଆମେ ପ୍ରତିଦିନ ଯେଉଁ ଭିଡିଓ ଅପଲୋଡ କରିବୁ ତାହା ଆପଣ ସର୍ବ ପ୍ରଥମେ ପାଇଯିବେ। ଧନ୍ୟବାଦ ।


 ସବ୍ସକ୍ରାଇବ କରନ୍ତୁ । ଆଉ ଘଣ୍ଟି ଚିହ୍ନ ରେ ଛୁଇଁ ଦିଅନ୍ତୁ ବା ଦବାଇ ଦିଅନ୍ତୁ






 App link... https://play.google.com/store/apps/details?id=in


 


whatsaga.whatsapplongerstatus pubg mobile secret trick, pubg mobile new secret trick, secret tricks for android, mobile secret code, android locks secret trick, pubg mobile new trick, android secret tricks, mobile secret trick, mobile sensor secret trick, android secrets, android mobile secret trick, pubg mobile latest secret trick, pubg mobile lite new secret trick, pubg mobile new secret tricks, tricks #TapanTech #App #odiatech #odiavideo #Tricks #mobiletricks #odiatricks #2020 Android phone unbelievable trick, Android phone useful trick, Android phone secret trick 2020, Android phone secret setting 2020



💕💕💕💕💕💕💕💕💕💕💕💕💕💕💕💞 odia video, odiavideo, odiatech, odia tech, odia tech support, odia tech news, Tapan Tech, Tapantech, odia tapan tech, odiatech Tapantech, in odia, odisha, odianews, odiatechvideo, odia mobile tricks, odia mobile tricks video, odia new tricks, odia mobile new tricks, odia mobile, 2020



TG

 whatsapp status,whatsapp tricks,whatsapp,whatsapp status tricks,whatsapp status trick,secret whatsapp tricks,whatsapp status video,new whatsapp tricks,whatsapp secret tricks,whatsapp tips and tricks,new whatsapp status,see whatsapp status without knowing,how to post long video on whatsapp status,cool whatsapp tricks,whatsapp status tips and tricks,whatsapp status update,whatsapp hacks,whatsapp hidden features

Tuesday, 31 March 2020

ଏମିତି ଲେଖନ୍ତୁ ଯିଏ ବି ଦେଖିବ ପୁରା ପାଗଳ ହୋଇଯିବ ବାସ୍ ଖାଲି ଥରେ ଦେଖନ୍ତୁ ||






Video thumbnail: ଏମିତି ଲେଖନ୍ତୁ ଯିଏ ବି ଦେଖିବ ପୁରା ପାଗଳ ହୋଇଯିବ ବାସ୍ ଖାଲି ଥରେ ଦେଖନ୍ତୁ || Stylish chat on your WhatsApp
(About my channel ) ଏହି ଚ୍ୟାନେଲରେ ଆମେ ପ୍ରତିଦିନ କିଛି ନୂଆ ନୂଆ ଦରକାରି ଟେକ୍ନିକାଲ ଜିନିଷ କୁ ଆପଣଙ୍କ ପାଖକୁ ଭିଡିଓ ମାଧ୍ୟମରେ ନେଇ ଆସିବୁ । ଏହି ଚ୍ୟାନେଲର ପ୍ରତ୍ୟେକ କଥାବସ୍ତୁ ସମ୍ପୂର୍ଣ୍ଣ ଓଡ଼ିଆ ଭାଷା ରେ ବର୍ଣ୍ଣନା କରାଯାଏ । ଏହି ଚ୍ୟାନେଲ ଟି ଆପଣମାନଙ୍କ ସୁଖ ଦୁଃଖ ର ସାଥୀ ଭାବେ ପରିଚିତ । ଯଦି ଆପଣ ପ୍ରତିଦିନ ନୂଆ ନୂଆ ଦରକାରି ଟେକ୍ନିକାଲ ଭିଡିଓ ଦେଖିବାକୁ ଚାହୁଁଛନ୍ତି ତେବେ

 ଆମ ଏହି ଚ୍ୟାନେଲ କୁ ସବ୍ସକ୍ରାଇବ କରନ୍ତୁ । ଆଉ ଘଣ୍ଟି ଚିହ୍ନ ରେ ଛୁଇଁ ଦିଅନ୍ତୁ ବା ଦବାଇ ଦିଅନ୍ତୁ ।ଯାହା ଫଳରେ ଆମେ ପ୍ରତିଦିନ ଯେଉଁ ଭିଡିଓ ଅପଲୋଡ କରିବୁ ତାହା ଆପଣ ସର୍ବ ପ୍ରଥମେ ପାଇଯିବେ। ଧନ୍ୟବାଦ । ସବ୍ସକ୍ରାଇବ କରନ୍ତୁ । ଆଉ ଘଣ୍ଟି ଚିହ୍ନ ରେ ଛୁଇଁ ଦିଅନ୍ତୁ ବା ଦବାଇ ଦିଅନ୍ତୁ

 App link...
https://play.google.com/store/apps/details?id=com.fontskeyboard.fonts


#TAPANTECH #Odiatech #odiavideo #odiatechvideo #Techtapan pubg mobile secret trick, pubg mobile new secret trick, secret tricks for android, mobile secret code, android locks secret trick, pubg mobile new trick, android secret tricks, mobile secret trick, mobile sensor secret trick, android secrets, android mobile secret trick, pubg mobile latest secret trick, pubg mobile lite new secret trick, pubg mobile new secret tricks, tricks #TapanTech #App #odiatech #odiavideo #Tricks #mobiletricks #odiatricks #2020 Android phone unbelievable trick, Android phone useful trick, Android phone secret trick 2020, Android phone secret setting 2020 ଆପଣ କେମିତି ହୋମ #notification ରେ ଫୋଟୋ ଲଗାଇବେ https://youtu.be/XAM-konza4k ସବୁ ଠାରୁ ଭୟଙ୍କର ତିନୋଟି ଆପ୍ |2020| 3 New App for Android || ଖାସ୍ ଆପଣ ଙ୍କ ପାଇଁ ! https://youtu.be/UdpL6rS3I7s ଏମିତି ଲେଖନ୍ତୁ ଯିଏ ବି ଦେଖିବ ପୁରା ପାଗଳ ହୋଇଯିବ ବାସ୍ ଖାଲି ଥରେ ଦେଖନ୍ତୁ https://youtu.be/LHC0iLfLF30 💕💕💕💕💕💕💕💕💕💕💕💕💕💕💕💕💕💞 odia video, odiavideo, odiatech, odia tech, odia tech support, odia tech news, Tapan Tech, Tapantech, odia tapan tech, odiatech Tapantech, in odia, odisha, odianews, odiatechvideo, odia mobile tricks, odia mobile tricks video, odia new tricks, odia mobile new tricks, odia mobile, 2020


Monday, 30 March 2020

kemiti dekhibe odia sex video ||odia sex video || odia video || in odia || Tapan tech in odia







 
(About my channel )

       ଏହି ଚ୍ୟାନେଲରେ ଆମେ ପ୍ରତିଦିନ କିଛି ନୂଆ ନୂଆ ଦରକାରି ଟେକ୍ନିକାଲ ଜିନିଷ କୁ ଆପଣଙ୍କ ପାଖକୁ ଭିଡିଓ ମାଧ୍ୟମରେ ନେଇ ଆସିବୁ । ଏହି ଚ୍ୟାନେଲର ପ୍ରତ୍ୟେକ କଥାବସ୍ତୁ ସମ୍ପୂର୍ଣ୍ଣ ଓଡ଼ିଆ ଭାଷା ରେ ବର୍ଣ୍ଣନା କରାଯାଏ । ଏହି ଚ୍ୟାନେଲ ଟି ଆପଣମାନଙ୍କ ସୁଖ ଦୁଃଖ ର ସାଥୀ ଭାବେ ପରିଚିତ ।

ଯଦି ଆପଣ ପ୍ରତିଦିନ ନୂଆ ନୂଆ ଦରକାରି ଟେକ୍ନିକାଲ ଭିଡିଓ ଦେଖିବାକୁ ଚାହୁଁଛନ୍ତି ତେବେ ଆମ ଏହି ଚ୍ୟାନେଲ କୁ ସବ୍ସକ୍ରାଇବ କରନ୍ତୁ । ଆଉ ଘଣ୍ଟି ଚିହ୍ନ ରେ ଛୁଇଁ ଦିଅନ୍ତୁ ବା ଦବାଇ ଦିଅନ୍ତୁ ।ଯାହା ଫଳରେ ଆମେ ପ୍ରତିଦିନ ଯେଉଁ ଭିଡିଓ ଅପଲୋଡ କରିବୁ ତାହା ଆପଣ ସର୍ବ ପ୍ରଥମେ ପାଇଯିବେ। ଧନ୍ୟବାଦ ।

ସବ୍ସକ୍ରାଇବ କରନ୍ତୁ । ଆଉ ଘଣ୍ଟି ଚିହ୍ନ ରେ ଛୁଇଁ ଦିଅନ୍ତୁ ବା ଦବାଇ ଦିଅନ୍ତୁ




APP link..
https://apkcombo.com/xvideos/com.litestore.xvideosapps/download/apk





pubg mobile secret trick, pubg mobile new secret trick, secret tricks for android, mobile secret code, android locks secret trick, pubg mobile new trick, android secret tricks, mobile secret trick, mobile sensor secret trick, android secrets, android mobile secret trick, pubg mobile latest secret trick, pubg mobile lite new secret trick, pubg mobile new secret tricks, tricks



#TapanTech
#App
#odiatech
#odiavideo
#Tricks
#mobiletricks
#odiatricks
#2020

Sunday, 29 March 2020

ଆପଣଙ୍କ ପାଇଁ ଗୋଟେ ପୁରା ଜବରଦସ୍ତ ଟ୍ରିକ୍ ଯଦି ଆପଣ ଏମିତି କିଛି କାମ କରିଛନ୍ତି ? By Tapntech in odia

ଆପଏ ପର୍ଯ୍ୟନ୍ତ ଏହି secret ଟ୍ରିକ୍ ବିଷୟରେ କେହିବି ଜାଣି ନାହାଁନ୍ତି ନି
ହାତି ଦେଖନ୍ତୁ /ପୁରା ଅଲଗା ପ୍ରକାର ଟ୍ରିକ୍

#TAPANTECH  #Odiatech  #odiavideo  #odiatechvideo    #Techtapan


(About my channel )

       ଏହି ଚ୍ୟାନେଲରେ ଆମେ ପ୍ରତିଦିନ କିଛି ନୂଆ ନୂଆ ଦରକାରି ଟେକ୍ନିକାଲ ଜିନିଷ କୁ ଆପଣଙ୍କ ପାଖକୁ ଭିଡିଓ ମାଧ୍ୟମରେ ନେଇ ଆସିବୁ । ଏହି ଚ୍ୟାନେଲର ପ୍ରତ୍ୟେକ କଥାବସ୍ତୁ ସମ୍ପୂର୍ଣ୍ଣ ଓଡ଼ିଆ ଭାଷା ରେ ବର୍ଣ୍ଣନା କରାଯାଏ । ଏହି ଚ୍ୟାନେଲ ଟି ଆପଣମାନଙ୍କ ସୁଖ ଦୁଃଖ ର ସାଥୀ ଭାବେ ପରିଚିତ ।

ଯଦି ଆପଣ ପ୍ରତିଦିନ ନୂଆ ନୂଆ ଦରକାରି ଟେକ୍ନିକାଲ ଭିଡିଓ ଦେଖିବାକୁ ଚାହୁଁଛନ୍ତି ତେବେ ଆମ ଏହି ଚ୍ୟାନେଲ କୁ ସବ୍ସକ୍ରାଇବ କରନ୍ତୁ । ଆଉ ଘଣ୍ଟି ଚିହ୍ନ ରେ ଛୁଇଁ ଦିଅନ୍ତୁ ବା ଦବାଇ ଦିଅନ୍ତୁ ।ଯାହା ଫଳରେ ଆମେ ପ୍ରତିଦିନ ଯେଉଁ ଭିଡିଓ ଅପଲୋଡ କରିବୁ ତାହା ଆପଣ ସର୍ବ ପ୍ରଥମେ ପାଇଯିବେ। ଧନ୍ୟବାଦ ।

ସବ୍ସକ୍ରାଇବ କରନ୍ତୁ । ଆଉ ଘଣ୍ଟି ଚିହ୍ନ ରେ ଛୁଇଁ ଦିଅନ୍ତୁ ବା ଦବାଇ ଦିଅନ୍ତୁ

video link..https://youtu.be/s5taqLSnqAs

App link..https://play.google.com/store/apps/details?id=com.ppoewn.andlekim



pubg mobile secret trick, pubg mobile new secret trick, secret tricks for android, mobile secret code, android locks secret trick, pubg mobile new trick, android secret tricks, mobile secret trick, mobile sensor secret trick, android secrets, android mobile secret trick, pubg mobile latest secret trick, pubg mobile lite new secret trick, pubg mobile new secret tricks, tricks



#TapanTech
#App
#odiatech
#odiavideo
#Tricks
#mobiletricks
#odiatricks
#2020



Android phone unbelievable trick, Android phone useful trick, Android phone secret trick 2020, Android phone secret setting 2020

ଆପଣ କେମିତି ହୋମ #notification ରେ ଫୋଟୋ ଲଗାଇବେ

https://youtu.be/XAM-konza4k

ସବୁ ଠାରୁ ଭୟଙ୍କର ତିନୋଟି ଆପ୍ |2020| 3 New App for Android || ଖାସ୍ ଆପଣ ଙ୍କ ପାଇଁ !

https://youtu.be/UdpL6rS3I7s

ଏମିତି ଲେଖନ୍ତୁ ଯିଏ ବି ଦେଖିବ ପୁରା ପାଗଳ ହୋଇଯିବ ବାସ୍ ଖାଲି ଥରେ ଦେଖନ୍ତୁ
https://youtu.be/LHC0iLfLF30


💕💕💕💕💕💕💕💕💕💕💕💕💕💕💕💕💕💞

odia video, odiavideo, odiatech, odia tech, odia tech support, odia tech news,
Tapan Tech, Tapantech, odia tapan tech, odiatech
Tapantech, in odia,
 odisha, odianews, odiatechvideo, odia mobile tricks,
odia mobile tricks video, odia new tricks, odia mobile new tricks, odia mobile, 2020ଣଙ୍କ ପାଇଁ ଗୋଟେ ପୁରା ଜବରଦସ୍ତ ଟ୍ରିକ୍ ଯଦି ଆପଣ ଏମିତି କିଛି କାମ କରିଛନ୍ତି ? By Tapntech in odia

Friday, 27 March 2020

New Top 5 application for Android√new top 5 apps√in odia

New Top 5 application for Android√new top 5 apps√in odia byTapantech1 


ଯଦି ଆପଣାକୁ ଆମର ଏହି ଭିଡ଼ିଓ ଭଲ ଲାଗିଥାଏ, ତେବେ ଆପଣ ଏହି ଭିଡ଼ିଓ ଟିକୁ LIKE କରନ୍ତୁ, ଆଉ ଆମର ଏହି ଚେନାଲ କୁ Subscribe କରନ୍ତୁ. ଏହା ସମ୍ପୂର୍ଣ Free ଅଟେ।APP

APP LINK 1

 https://play.google.com/store/apps/details?id=com.bhanu.knobbyfree

 

APP LINK  2

https://play.google.com/store/apps/details?id=com.lwsipl.radiolauncher 

 


APP LINK  3

https://play.google.com/store/apps/details?id=com.cls.networkwidget 

 

APP LINK 4

  https://play.google.com/store/apps/details?id=com.hitrolab.audioeditor

 

APP LINK 5

 https://play.google.com/store/apps/details?id=com.coolguruji.android

 

TAPAN TECH1 
top 5 apps,top apps,top 5,new apps,top 5 android apps,top android apps,top 5 apps for android,apps,best apps,top,top 5 apps 2019,top 5 best android apps,best android apps,top android apps 2019,android apps,top 10 apps,top 5 free apps,top 5 2020 apps,top 5 oreo apps,top apps ios,top sax apps,top 5 useful apps,top 5 apps for ios

 

 Tags

odia
Sexy
Odiavideo
Sexyvideo
odia xxx
odia sexy
Tapan tech
odia Tapan tech
technical Tapan
odia technical Tapan
odia hot video
odia movie hot video
odia new sex video
new odia sex
odia sex video
sex video
Odia sex

Tik Tok use କରୁଥିଲେ ନିହାତି ଦେଖନ୍ତୁ√ଆସିଗଲା ଜବରଦସ୍ତ ଟ୍ରିକ୍ by Tapan tech

ଯଦି ଆପଣାକୁ ଆମର ଏହି ଭିଡ଼ିଓ ଭଲ ଲାଗିଥାଏ, ତେବେ ଆପଣ ଏହି ଭିଡ଼ିଓ ଟିକୁ LIKE କରନ୍ତୁ, ଆଉ ଆମର ଏହି ଚେନାଲ କୁ Subscribe କରନ୍ତୁ. ଏହା ସମ୍ପୂର୍ଣ Free ଅଟେ।






 APP LINK
 https://play.google.com/store/apps/details?id=com.perfectapps.muviz








TG.... #Tapantech. #youtubetricks #Tiktok. #newyoutubetricks #Tiktoktrick #odiatiktoktricks #tiktokvideo #Tiktokvairaltrick #newtiktoktrick tiktok,tiktok tricks,tricks,tiktok secret trick,tiktok tricks and tips,tik tok secret tricks,secret,tiktok secret tricks,tiktok hidden secrets,tiktok top 2 secret tricks,tik tok secrets,tiktok tutorials,tiktok top secret trick,tik tok hidden tricks and secrets,tiktok likes,tiktok latest secret trick,tiktok hidden secret trick,tips and tricks,tiktok secret tricks to get more views,secret tiktok tric








 Tags.....

 

tiktok
tiktok tricks
tricks
tiktok secret trick
tiktok tricks and tips
tik tok secret tricks
secret
tiktok secret tricks
tiktok hidden secrets
tiktok top 2 secret tricks
tik tok secrets
tiktok tutorials
tiktok top secret trick
tik tok hidden tricks and secrets
tiktok likes
tiktok latest secret trick
tiktok hidden secret trick
tips and tricks
tiktok secret tricks to get more views
secret tiktok tricks

kemiti dekhibe odia sex video ||odia sex video || odia video by tapan tech

KEMITI DEKHIBE ODIA SEX VIDEO

 

 

 

  odia re sex video pura scret kehibi jani paribeni 


ଆପଣ ଯଦି ଓଡ଼ିଆ ରେ ସେକ୍ସ ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି କି?
 ତାହେଲେ ଏଥିପାଇଁ


 ଆପଣ ଙ୍କୁ ଏହିଠି କ୍ଲିକ କରନ୍ତୁ-- VIDEO LINK... https://youtu.be/Tmnomk6fgOg



 ତାପରେ ଆପଣ ମନେ ସେହି ଭିଡ଼ିଓ ଦେଖି ପାରିବେ
 .

Thursday, 26 March 2020

କେବଳ ଗୋଟିଏ ଥର ପାଇଁ ଚିପି ଦେଇ ସବୁ ଦିନ ମଜା ନିଅ√youtube New Trick by Tapan tech

  

 App link ତଳେ ମିଳିଯିବ 👇👇👇👇
କେବଳ ଗୋଟିଏ ଥର ପାଇଁ ଚିପି ଦେଇ ସବୁ ଦିନ ମଜା ନିଅ√youtube New  Trick by Tapan tech

STEP...1

 STEP...2
  STEP...3
  STEP...4
  STEP...5
  STEP...6
  STEP...7
  STEP...8
  STEP...9
  STEP...10

App link..,https://play.google.com/store/apps/details?id=com.sparkine.muvizedge

  STEP...DONE

VIDEO link....https://youtu.be/IpOWqZEYDcU

Tapan Tech: କେମିତି ଦେଖିବେ ସେକ୍ସ ଭିଡ଼ିଓ | kemiti dekhibe ସେକ୍ସ v...

Kemiti dekhibe odia re sex video pura scret kehibi jani paribeni 

ଆପଣ ଯଦି ଓଡ଼ିଆ ରେ ସେକ୍ସ ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି କି?
 ତାହେଲେ ଏଥିପାଇଁ ଆପଣଙ୍କୁ ଗୋଟିଏ ଆପ ଙ୍କୁ install କରିବାକୁ ପଡିବ
 ଏହି ଆପ୍ ଟି play store ରେ ମିଳିବ ନାହିଁ 


PROCESS.......................



ଆପଣ ଙ୍କୁ ଏହିଠି କ୍ଲିକ କରନ୍ତୁ---App link....https://www.google.co.in/amp/s/m.apkpure.com/xhubs/com.swuwb.jbjtj/amp
 Install କଲାପରେ ଆପଣଙ୍କୁ ଆପ୍ କୁ ଓପନ କରନ୍ତୁ କଲାପରେ କିଛି permission ମାଗିବି ।
 ତାପରେ ଆପଣ ମନେ ସେହି ଭିଡ଼ିଓ ଦେଖି ପାରିବେ


 VIDEO LINK..... https://youtu.be/pu1sgQ1DjMQ




Tapan Tech: call dialler New 4 secret tricks√odia by Tapan Tec...

Tapan Tech: call dialler New 4 secret tricks√odia by Tapan Tec...: NEW MOBAIL CALL DIALLR 4  SECRET TRICKS,BY TAPAN TECH TAME JADI APAN NKA MOBAIL RA call dialler re kichhi new tricks kariba pani chah...

Tapan Tech: ଏ ପର୍ଯ୍ୟନ୍ତ ଏହି secret ଟ୍ରିକ୍ ବିଷୟରେ କେହିବି ଜାଣ...

Tapan Tech:


ଏ ପର୍ଯ୍ୟନ୍ତ ଏହି secret ଟ୍ରିକ୍ ବିଷୟରେ କେହିବି ଜାଣ...
: ଏ ପର୍ଯ୍ୟନ୍ତ ଏହି secret ଟ୍ରିକ୍ ବିଷୟରେ କେହିବି ଜାଣି ନାହାଁନ୍ତି ନିହାତି ଦେଖନ୍ତୁ /ପୁରା ଅଲଗା  https://youtu.be/tSRozorCnLw ...

call dialler New 4 secret tricks√odia by Tapan Tech

NEW MOBAIL CALL DIALLR SECRET TRICKS,BY TAPAN TECH


TAME JADI APAN NKA MOBAIL RA

call dialler re kichhi new tricks kariba pani
chahuchhanti ta ahi video ti dekhantu 
nihati bhabare apannku bhala lagiba

 
Video thumbnail: call dialler New 4 secret tricks√odia by Tapan Tech
4:14 
 
 
 
 
https://youtu.be/PTuYsMrjwmQ