୪୦୧ଟଙ୍କାରେ ୬ଜିବି ଏକ୍ସଟ୍ରା ଡାଟା:

୪୦୧ ଟଙ୍କାର ପ୍ଲାନ ସମସ୍ତେ ନେଇପାରିବେ|ଏହି ପ୍ଲାନରେ ଜିଓ ଗ୍ରାହକଙ୍କୁ ପ୍ରତିଦିନ ୩ଜିବି ଡାଟା ଦେଇଥାଏ|ଏହାର ବୈଧତା ୨୮ ଦିନ ରହିଛି|ପ୍ରତିଦିନ ୩ଜିବି ହିସାବରେ ମୋଟ୍ ୮୪ ଜିବି ଡାଟା ମିଳିଥାଏ|ଏହା ସହ ୬ ଜିବି ଡାଟା ଏକ୍ସଟ୍ରା ମିଳେ,ମାନେ ମୋଟ୍ ୯୦ଜିବି ଡାଟା ମିଳିଥାଏ|ଏହି ପ୍ଲାନରେ ୟୁଜର୍ସ ଅନଲିମିଟେଡ୍ କଲିଙ୍ଗ,୧୦୦ ଏସଏମଏସ୍,ଡିସନି,ହଟଷ୍ଟାର ସବସ୍କ୍ରିପସନ,ଜିଓ ଆପ୍ସର କମ୍ପ୍ଲିମେଣ୍ଟ୍ରି ସବସ୍କ୍ରିପସନ ରହିଛି|

୭୭୭ଟଙ୍କାରେ ୫ଜିବି ଏକ୍ସଟ୍ରା ଡାଟା:

ଜିଓର ୭୭୭ବାଲା ପ୍ଲାନ ମଧ୍ୟ ରହିଛି, ଯେଉଁଥିରେ ୫ ଜିବି ଏକ୍ସଷ୍ଟ୍ରା ଡାଟା ମିଳେ,ଏହାର ବୈଧତା ୮୪ ଦିନ ରହିଛି|ପ୍ରତିଦିନ ୧.୫ ଜିବି ଡାଟା ମିଳେ|ମୋଟ୍ ୧୨୬+୫=୧୩୧ଜିବି ଡାଟା ମିଳିଥାଏ|ଏଥିରେ ୟୁଜର୍ସ ଅନଲିମିଟେଡ୍ କଲିଙ୍ଗ,,୧୦୦ ଏସଏମଏସ୍,ଡିସନି,ହଟଷ୍ଟାର ସବସ୍କ୍ରିପସନ,ଜିଓ ଆପ୍ସର କମ୍ପ୍ଲିମେଣ୍ଟ୍ରି ସବସ୍କ୍ରିପସନ ରହିଛି||

Google

୨୫୯୯ଟଙ୍କାରେ ୧୦ଜିବି ଏକ୍ସଟ୍ରା ଡାଟା:

ଏହି ପ୍ଲାନରେ ଦୈନିକ ୨ଜିବି ଡାଟା ମିଳେ|ଏହା ର ବୈଧତା ୧ବର୍ଷ|ପୁରା ପ୍ଲାନରେ ୟୁଜର୍ସକୁ ୭୩୦ ଜିବି ଡାଟା ମିଳିଥାଏ|ଏହା ସହ ୧୦ଜିବି ଫ୍ରି ମାନେ ମୋଟ୍ ୭୪୦ଜିବି ମିଳିଥାଏ|ଅନ୍ୟପ୍ଲାନ ଭଳି ଏଥିରେ ମଧ୍ୟ ଅନଲିମିଟେଡ୍ କଲିଙ୍ଗ,,୧୦୦ଏସଏମଏସ୍,ଡିସନି,ହଟଷ୍ଟାର ସବସ୍କ୍ରିପସନ,ଜିଓ ଆପ୍ସର କମ୍ପ୍ଲିମେଣ୍ଟ୍ରି ରହିଛି| ସବସ୍କ୍ରିପସନ ରହିଛି

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ