Wednesday, 22 April 2020

କେମିତି କରିବେ ଏଇ ଭଳି Tiktok ଭିଡ଼ିଓ/ Tik Tok new trend video/by TAPANTECH/IN ODIA

#TAPANTECH #Odiatech #odiavideo #odiatechvideo #Techtapan ....................................................................................................................................... (About my channel ) ଏହି ଚ୍ୟାନେଲରେ ଆମେ ପ୍ରତିଦିନ କିଛି ନୂଆ ନୂଆ ଦରକାରି ଟେକ୍ନିକାଲ ଜିନିଷ କୁ ଆପଣଙ୍କ ପାଖକୁ ଭିଡିଓ ମାଧ୍ୟମରେ ନେଇ ଆସିବୁ । ଏହି ଚ୍ୟାନେଲର ପ୍ରତ୍ୟେକ କଥାବସ୍ତୁ ସମ୍ପୂର୍ଣ୍ଣ ଓଡ଼ିଆ ଭାଷା ରେ ବର୍ଣ୍ଣନା କରାଯାଏ । ଏହି ଚ୍ୟାନେଲ ଟି ଆପଣମାନଙ୍କ ସୁଏହି ଚ୍ୟାନେଲ କୁ ସବ୍ସକ୍ରାଇବ କରନ୍ତୁ । ଆଉ ଘଣ୍ଟି ଚିହ୍ନ ରେ ଛୁଇଁ ଦିଅନ୍ତୁ ବା ଦବାଇ ଦିଅନ୍ତୁ ।ଯାହା ଫଳରେ ଆମେ ପ୍ରତିଦିନ ଯେଉଁ ଭିଡିଓ ଅପଲୋଡ କରିବୁ ତାହା ଆପଣ ସର୍ବ ପ୍ରଥମେ ପାଇଯିବେ।

ଧନ୍ୟବାଦ । ସବ୍ସକ୍ରାଇବ କରନ୍ତୁ । ଆଉ ଘଣ୍ଟି ଚିହ୍ନ ରେ ଛୁଇଁ ଦିଅନ୍ତୁ ବା ଦବାଇ ଦିଅନ୍ତୁ

Video thumbnail: କେମିତି କରିବେ ଏଇ ଭଳି Tiktok ଭିଡ଼ିଓ/ Tik Tok new trend video/by TAPANTECH/IN ODIA



 VIDEO LINK .....https://youtu.be/6_KY4eq92g8


App link..https://play.google.com/store/apps/details?id=com.handycloset.android.eraser


  Kinemaster App link.https://www.google.co.in/amp/s/m.apkpure.com/kinemaster-video-editor-video-maker/com.nexstreaming.app.kinemasterfree/amp

Saturday, 4 April 2020

ଯଦି କୋରନା ସଂକ୍ରମିତ ବ୍ୟକ୍ତି ଆପଣଙ୍କ ଆଖପାଖରେ ଥିବେ, ତେବେ ଆପଣ ମୋବାଇଲ ଦେବ ସତର୍କର ଘଣ୍ଟି ! ଶିଘ୍ର ଏହି APPକୁ ଇନଷ୍ଟଲ୍ କରନ୍ତୁ


ଯଦି କୋରନା ସଂକ୍ରମିତ ବ୍ୟକ୍ତି ଆପଣଙ୍କ ଆଖପାଖରେ ଥିବେ, ତେବେ ଆପଣ ମୋବାଇଲ ଦେବ ସତର୍କର ଘଣ୍ଟି ! ଶିଘ୍ର ଏହି APPକୁ ଇନଷ୍ଟଲ୍ କରନ୍ତୁ ।


COVID-19, ଏହି ଜୀବାଣୁ ବର୍ତ୍ତମାନ ସାରା ଦେଶରେ ହାହାକାର ସୃଷ୍ଟି କରିଛି । ବିଶ୍ଵର ଚାରିଆଡେ ଏହି ଭାଇରସ୍ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି । କୋରନା ଜୀବାଣୁର ପ୍ରକୋପରୁ ରକ୍ଷା ପାଇବା ପାଇଁ ସମଗ୍ର ଭାରତ ବର୍ଷରେ ଲକ୍ ଡାଉନ୍ ଚାଲିଛି ଏବଂ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମଧ୍ୟ ଏହି ସବୁ ନିୟମକୁ ପାଳନ କରିବା ପାଇଁ ନିବେଦନ କରିଛନ୍ତି । ଏହି ନିୟମକୁ ଅନୁସରଣ କରିବା ଦ୍ଵାରା ଆପଣ କୋରନା ଠାରୁ ସୁରକ୍ଷା ପାଇପାରିବେ । ଏହା ସତ୍ତ୍ୱେ ମଧ୍ୟ ଆମ ଚତୁଃପାର୍ଶ୍ଵରେ ଅନେକ ଲୋକ ଯିବା ଆସିବା କରନ୍ତି । କୋରନା ଏକ ସଂକ୍ରମିତ ରୋଗ ଅଟେ । ସଂକ୍ରମିତ ଵ୍ୟକ୍ତିଙ୍କର ସମ୍ପର୍କରେ ଆସିବା ଦ୍ଵାରା ଏହି ରୋଗ ବ୍ୟାପିଥାଏ । ହେଲେ କୋବିଡ଼-୧୯ର ସଂକ୍ରମିତ କେଉଁ ବ୍ୟକ୍ତି ହୋଇଛନ୍ତି ଏହା ଜାଣିବା ବହୁତ କଷ୍ଟକର ଅଟେ । ଏହାର ଲକ୍ଷଣ ୧୪ ଦିନ ଭିତରେ ଆଗକୁ ଆସିପାରେ । ଏହି ପରିସ୍ଥିତିରେ ଏହା କହିବା ବହୁତ କଷ୍ଟସାଧ୍ୟ ଯେ, କେଉଁ ବ୍ୟକ୍ତିମାନେ କୋରନାରେ ସଂକ୍ରମଣ ହୋଇଛନ୍ତି ? ଏହାକୁ ଆଖି ଆଗରେ ରଖି ସମଗ୍ର ଦେଶକୁ ଲକ୍ ଡାଉନ୍ କରାଯାଇଛି । ଯାହା ଫଳରେ ଲୋକମାନଙ୍କ ଭିଡ଼ ହେବ ନାହିଁ ।
ଲକ୍ ଡାଉନ୍ ପରେ ମଧ୍ୟ କିଛି ଜରୁରୀ ସେବାଗୁଡିକ ଚାଲୁ ରଖାଯାଇଛି ଯେମିତିକି ସଉଦା ଦୋକାନ, ପରିବା ଦୋକାନ… ଇତ୍ୟାଦି । ଆପଣ ଏହି ଜରୁରୀ ସେବା ପାଇଁ ନିଶ୍ଚିତ ଥରେ ଯାଉଥିବେ । ତେବେ ସେଠି କାହାକୁ କୋରନା ପଜିଟିଭ ହେଇଛି, ତାହା ଜାଣିବା ବହୁତ କଷ୍ଟକର ଅଟେ । ତେବେ ଏହି କଷ୍ଟକୁ ସହଜ କରିବା ପାଇଁ କେନ୍ଦ୍ର ସରକାର ଏକ ଆପ୍ ଲଞ୍ଚ କରିଛନ୍ତି । ଯଦି ଆପଣ କେଉଁ ସଂକ୍ରମଣ ବ୍ୟକ୍ତି ପାଖରେ ଠିଆ ହୋଇଛନ୍ତି; ତେବେ ଏହା ଆପଣଙ୍କୁ ସୂଚିତ କରେଇଦେବ । ହେଲେ ବନ୍ଧୁଗଣ ବିନା ଜରୁରୀ କାର୍ଯ୍ୟରେ ଆପଣ ଘରୁ ବହରାନ୍ତୁ ନାହିଁ, ଲକ୍ ଡାଉନ୍ ପର୍ଯ୍ୟନ୍ତ ଘରେ ରୁହନ୍ତୁ ଏବଂ ନିଜକୁ ସର୍ବଦା ସଫାସୁତର ରୁହନ୍ତୁ । ତେବେ ଚାଲନ୍ତୁ ଜାଣିବା ସେହି ଆପ୍ ବିଷୟରେ :

ଆରୋଗ୍ୟ ସେତୁ Setup :

ଏହି APPର ନାମ କେନ୍ଦ୍ର ସରକାର “ଆରୋଗ୍ୟ ସେତୁ” ରଖିଛନ୍ତି । କେନ୍ଦ୍ର ସରକାରଙ୍କର ଆଇଟି ମନ୍ତ୍ରାଳୟର ଏକ ଅଫିସରଙ୍କ ଜଣାଇଛନ୍ତି ଯେ, ଆରୋଗ୍ୟ ସେତୁ ନାମକ ଏକ ଆପ୍ ଲଞ୍ଚ କରାଯାଇଛି । ଏହି ଆପ୍ ରେ ହିନ୍ଦୀ ଏବଂ ଇଂରାଜୀ ସହିତ ଅନ୍ୟ ୧୧ଟି ଭାଷା ରହିଛି । ଏହା ଆପ୍ ଜରିଆରେ ପ୍ରଦାନ କରାଯାଉଥିବା ସେବା ସଂପୂର୍ଣ୍ଣ ମାଗଣା ଅଟେ । ଏହାକୁ ଯେ କୌଣସି ବ୍ୟକ୍ତି ଅତି ସହଜରେ ବ୍ୟବହାର କରିପାରିବେ । ଅଫିସର୍ କହିଛନ୍ତି ଯେ, ଏହି ଆପ୍ ମାଗଣାରେ କୋରନା ଭାଇରସ୍ ସହ ଥିବା ସବୁ ତଥ୍ୟ କହିବ ।

ଆରୋଗ୍ୟ ସେତୁ କିପରି କାମ କରିବ :-

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏହି ଆପ୍ AI ଅର୍ଥାତ ଆରଟିଫିସିଆଲ ଇଣ୍ଟେଲିଜେନ୍ସି ଦ୍ଵାରା ଆପଣଙ୍କୁ ଜଣାଇ ଦେବା ଯଦି ଆପଣଙ୍କ ଆଖପାଖରେ କେହି କୋରନା ସଂକ୍ରମିତ ବ୍ୟକ୍ତିଅଛନ୍ତି ! ଯେତେବେଳେ ଆପଣ ଏହି ଆପ୍ଲିକେସନଟି ନିଜ ମୋବାଇଲରେ ଇନଷ୍ଟଲ୍ କରିବେ, ଇନଷ୍ଟଲ୍ ହେବ ପରେ ଆପଣଙ୍କ ସମ୍ମୁଖରେ କିଛି ପ୍ରଶ୍ନ ଆସିବା, ଆପଣଙ୍କୁ ଉତ୍ତର ଦେବାକୁ ପଡିବ । ନିଜର ବ୍ଲୁତୁଥ ଓ ଲୋକେଶନକୁ ସର୍ବଦା ସହମତି (enable mode) ଦେବାକୁ ହେବ । ଆପଣଙ୍କ ସୂଚନା ପାଇଁ ଜଣାଇ ଦେଉଛୁ ଯେ, ଏହି ଆପ୍ ଏକ ଏଲଗୋରିଦିମ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ସାଦୃଶ୍ୟ ଅଟେ । ଏହା ମାଧ୍ୟମରେ ଆପଣଙ୍କ ଆଖପାଖର ଲୋକ ଯଦି କରୋନା ଦ୍ଵାରା ସଂକ୍ରମିତ ହୋଇଥିବେ, ତେବେ ଏହି ଆପ୍ ଜରିଆରେ ଆରଟିଫିସିଆଲ ଇଣ୍ଟେଲିଜେନ୍ସି ଗୋଷ୍ଟୀ ଜାଣିପାରିବେ । କିନ୍ତୁ ଏଥି ନିମନ୍ତେ ଏକ ସର୍ତ୍ତ ରହିଛି ଯେ, ସଂକ୍ରମିତ ବ୍ୟକ୍ତିଙ୍କର ମଧ୍ୟ ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରୁଥିବା ଦରକାର ।
ଏହା ଏକ ନୂଆ ଆପ୍ ଯାହା ପ୍ରାଇଭେଟ୍ ପବ୍ଲିକ ପାର୍ଟନରଶିପ୍ ଦ୍ୱାରା ପ୍ରସ୍ତୁତ ହୋଇଛି । IT ମନ୍ତ୍ରାଳୟ ତତ୍ତ୍ଵାବଧନରେ ଏହି ଆପ୍ ତିଆରି କରାଯାଇଛି । ଏଥିରେ ଏହା ସୂଚିତ କରାଯାଉଛି କି ନାଗରିକଙ୍କର ତଥ୍ୟ ସୁରକ୍ଷିତ ରହିବ । ଏହା ଆଉ କେଉଁ କାମ ପାଇଁ ବ୍ୟବହୃତ ହେବ ନାହିଁ । ଲୋକମାନେ ଏହି ଆପ୍ ଜରିଆରେ ଆର୍ଥିକ ସତର୍କ ରହିବେ ଏବଂ ଲୋକମାନଙ୍କ ଠୁ ଦୁରେଇ ରହିବେ ।

Thursday, 2 April 2020

Wednesday, 1 April 2020

WhatsApp status video Post କରୁଥିଲେ ନିହାତି ଦେଖ ପୁରା ଜବରଦସ୍ତ ଟ୍ରିକ୍ by tapan tech in odia

TAPAN TECH

WhatsApp status video Post କରୁଥିଲେ ନିହାତି ଦେଖ ପୁରା ଜବରଦସ୍ତ ଟ୍ରିକ୍ by Tapan tech in odia

ଆପଣଙ୍କ ପାଇଁ ଗୋଟେ ପୁରା ଜବରଦସ୍ତ ଟ୍ରିକ୍ ଯଦି ଆପଣ ଏମିତି କିଛି କାମ କରିଛନ୍ତି ? By Tapntech in odia
  ଏ ପର୍ଯ୍ୟନ୍ତ ଏହି secret ଟ୍ରିକ୍ ବିଷୟରେ କେହିବି ଜାଣି ନାହାଁନ୍ତି ନିହାତି ଦେଖନ୍ତୁ /ପୁରା ଅଲଗା ପ୍ରକା


Video thumbnail: WhatsApp status video Post କରୁଥିଲେ ନିହାତି ଦେଖ ପୁରା ଜବରଦସ୍ତ ଟ୍ରିକ୍ by Tapan tech in odia




 (About my channel )

  ଏହି ଚ୍ୟାନେଲରେ ଆମେ ପ୍ରତିଦିନ କିଛି ନୂଆ ନୂଆ ଦରକାରି ଟେକ୍ନିକାଲ ଜିନିଷ କୁ ଆପଣଙ୍କ ପାଖକୁ ଭିଡିଓ ମାଧ୍ୟମରେ ନେଇ ଆସିବୁ । ଏହି ଚ୍ୟାନେଲର ପ୍ରତ୍ୟେକ କଥାବସ୍ତୁ ସମ୍ପୂର୍ଣ୍ଣ ଓଡ଼ିଆ ଭାଷା ରେ ବର୍ଣ୍ଣନା କରାଯାଏ । ଏହି ଚ୍ୟାନେଲ ଟି ଆପଣମାନଙ୍କ ସୁଖ ଦୁଃଖ ର ସାଥୀ ଭାବେ ପରିଚିତ । ଯଦି ଆପଣ ପ୍ରତିଦିନ ନୂଆ ନୂଆ ଦରକାରି ଟେକ୍ନିକାଲ ଭିଡିଓ ଦେଖିବାକୁ ଚାହୁଁଛନ୍ତି ତେବେ ଆମ ଏହି ଚ୍ୟାନେଲ କୁ ସବ୍ସକ୍ରାଇବ କରନ୍ତୁ । ଆଉ ଘଣ୍ଟି ଚିହ୍ନ ରେ ଛୁଇଁ ଦିଅନ୍ତୁ ବା ଦବାଇ ଦିଅନ୍ତୁ ।ଯାହା ଫଳରେ ଆମେ ପ୍ରତିଦିନ ଯେଉଁ ଭିଡିଓ ଅପଲୋଡ କରିବୁ ତାହା ଆପଣ ସର୍ବ ପ୍ରଥମେ ପାଇଯିବେ। ଧନ୍ୟବାଦ ।


 ସବ୍ସକ୍ରାଇବ କରନ୍ତୁ । ଆଉ ଘଣ୍ଟି ଚିହ୍ନ ରେ ଛୁଇଁ ଦିଅନ୍ତୁ ବା ଦବାଇ ଦିଅନ୍ତୁ






 App link... https://play.google.com/store/apps/details?id=in


 


whatsaga.whatsapplongerstatus pubg mobile secret trick, pubg mobile new secret trick, secret tricks for android, mobile secret code, android locks secret trick, pubg mobile new trick, android secret tricks, mobile secret trick, mobile sensor secret trick, android secrets, android mobile secret trick, pubg mobile latest secret trick, pubg mobile lite new secret trick, pubg mobile new secret tricks, tricks #TapanTech #App #odiatech #odiavideo #Tricks #mobiletricks #odiatricks #2020 Android phone unbelievable trick, Android phone useful trick, Android phone secret trick 2020, Android phone secret setting 2020



💕💕💕💕💕💕💕💕💕💕💕💕💕💕💕💞 odia video, odiavideo, odiatech, odia tech, odia tech support, odia tech news, Tapan Tech, Tapantech, odia tapan tech, odiatech Tapantech, in odia, odisha, odianews, odiatechvideo, odia mobile tricks, odia mobile tricks video, odia new tricks, odia mobile new tricks, odia mobile, 2020



TG

 whatsapp status,whatsapp tricks,whatsapp,whatsapp status tricks,whatsapp status trick,secret whatsapp tricks,whatsapp status video,new whatsapp tricks,whatsapp secret tricks,whatsapp tips and tricks,new whatsapp status,see whatsapp status without knowing,how to post long video on whatsapp status,cool whatsapp tricks,whatsapp status tips and tricks,whatsapp status update,whatsapp hacks,whatsapp hidden features